Advertisment

Today Panchang 22nd November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୨ ତାରିଖ ଶନିବାର। ଚନ୍ଦ୍ର – ବିଛା ଦିବା ୦୪.୪୬ ଗତେ ଧନୁ। ତିଥି – ୨ୟା ସନ୍ଧ୍ୟା ୦୫.୧୧ ଗତେ ୩ୟା। ଘାତଚନ୍ଦ୍ର – ଦିବା ୦୪.୪୬ ଗତେ ତୁଳା ଓ କୁମ୍ଭ ରାଶିର।

author-image
Deepak Acharya
undefined

ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୨ ତାରିଖ ଶନିବାର। ଚନ୍ଦ୍ର – ବିଛା ଦିବା ୦୪.୪୬ ଗତେ ଧନୁ। ତିଥି – ୨ୟା ସନ୍ଧ୍ୟା ୦୫.୧୧ ଗତେ ୩ୟା। ଘାତଚନ୍ଦ୍ର – ଦିବା ୦୪.୪୬ ଗତେ ତୁଳା ଓ କୁମ୍ଭ ରାଶିର। ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର
ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୫.୧୧ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୭.୩୦ ରୁ ୦୮.୪୭
ଦିବା – ୧୧.୫୪ ରୁ ୧୨.୫୫
ଦିବା – ୦୨.୧୭ ରୁ ୦୨.୫୦
ଦିବା – ୦୩.୩୪ ରୁ ୦୩.୩୯
ରାତ୍ରି – ୦୨.୩୫ ରୁ ୦୩.୨୭
ଅଶୁଭ ସମୟ - 
ରାହୁକାଳ - ଦିବା ୦୮.୪୭ ରୁ ୧୦.୧୦
କାଳବେଳା - ପ୍ରାତଃ ୦୬.୦୩ ରୁ ୦୭.୨୫ ଓ ଦିବା ୦୩.୩୯ ରୁ ୦୫.୦୨
ବାରବେଳା- ଦିବା ୧୨.୫୫ ରୁ ୦୨.୧୭
କାଳରାତ୍ରି – ସନ୍ଧ୍ୟା ୦୫.୦୨ ରୁ ୦୬.୪୦ ଓ ରାତ୍ରି ୦୪.୨୬ ରୁ ୦୬.୦୩

Advertisment
Panchang
Advertisment