/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ। ଇଂରାଜୀ ୨୨ ତାରିଖ ସୋମବାର। ଚନ୍ଦ୍ର – ଧନୁ ଦିବା ୧୦.୦୬ ଗତେ ମକର। ତିଥି – ୨ୟା ଦିବା ୧୦.୫୨ ଗତେ ୩ୟା।ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର , ଦିବା ୧୦.୦୬ ଗତେ ସିଂହ ରାଶିର। ଘାତବାର – ମିଥୁନ ରାଶିର। ପୁଷ୍କର ଦୋଷ - ୨ପାଦ- ପଶୁ ଓ ବଂଶହାନି- ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୦.୫୨ ଗତେ ୧ପାଦ-କୁଟୁମ୍ବହାନି – ତିଳକାଞ୍ଚନ ଦାନ ନିଶାନ୍ତ ୦୫.୩୨ ପର୍ଯ୍ୟନ୍ତ।
ଶୁଭ ସମୟ-
ପ୍ରାତଃ – ୦୬.୨୧ ରୁ ୦୭.୪୨
ଦିବା – ୦୯.୧୩ ରୁ ୧୧.୨୩
ରାତ୍ରି – ୦୭.୪୭ ରୁ ୧୦.୦୬
ରାତ୍ରି – ୦୨.୫୦ ରୁ ୦୩.୪୩
ଅଶୁଭ ସମୟ -
ରାହୁକାଳ - ପ୍ରାତଃ ୦୭.୪୨ ରୁ ୦୯.୦୩
କାଳବେଳା - ପ୍ରାତଃ ୦୭.୪୨ ରୁ ୦୯.୦୩
ବାରବେଳା - ଦିବା ୦୨.୨୭ ରୁ ୦୩.୪୮
କାଳରାତ୍ରି – ରାତ୍ରି ୧୦.୦୬ ରୁ ୧୧.୪୫
Advertisment
Advertisment



Related Articles
Timepass Booker Award: ୧୮ତମ ଟାଇମପାସ୍ ବୁକର ପୁରସ୍କାର ପାଇବେ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ , ଡ. ସୁବ୍ରତ କୁମାର ସେନାପତିଙ୍କୁ ବହିବନ୍ଧୁ ସମ୍ମାନ
POSTED

Karna vs Bhishma: କର୍ଣ୍ଣ - ଭୀଷ୍ମଙ୍କ ବିବାଦ ଓ ଦୁଇ ପକ୍ଷର ଶକ୍ତି କଳନା କଥା
POSTED

Raise Fares, Improve Facilities: ନୂଆବର୍ଷ ପୂର୍ବରୁ ଟ୍ରେନ୍ ଯାତ୍ରୀଙ୍କୁ ମହଙ୍ଗା ମାଡ଼ , ବଢ଼ିଲା ଟ୍ରେନ୍ ଟିକେଟ୍ ଭଡ଼ା ... ୨୬ ତାରିଖରୁ ଲାଗୁ
POSTED

No PUCC No Petrol : ବୈଧ PUCC ନଥିଲେ ମିଳିବନି ପେଟ୍ରୋଲ, ଡିଜେଲ୍ ... ଓଡ଼ିଶାରେ ଦିଲ୍ଲୀ ଇଫେକ୍ଟ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)