Advertisment

Today Panchang 19th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୯ ତାରିଖ  ରବିବାର। ଚନ୍ଦ୍ର – କନ୍ୟା ଅହୋରାତ୍ର। ତିଥି - ୧୩ଶୀ ଦିବା ୦୧.୫୧ ଗତେ ୧୪ଶୀ। ଘାତଚନ୍ଦ୍ର – ବୃଷ ରାଶିର ଅହୋରାତ୍ର।

author-image
Deepak Acharya
undefined

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୯ ତାରିଖ  ରବିବାର। ଚନ୍ଦ୍ର – କନ୍ୟା ଅହୋରାତ୍ର। ତିଥି - ୧୩ଶୀ ଦିବା ୦୧.୫୧ ଗତେ ୧୪ଶୀ। ଘାତଚନ୍ଦ୍ର – ବୃଷ ରାଶିର ଅହୋରାତ୍ର। ଘାତବାର –  ମିଥୁନ ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୪୯ ଗତେ ୧ପାଦ-କୃଷିହାନି-ଭୂମିଦାନ।

Advertisment

ଶୁଭ ସମୟ-

ପ୍ରାତଃ – ୦୬.୩୨ ରୁ ୦୮.୫୦
ଦିବା – ୧୨.୫୭ ରୁ ୦୨.୫୮
ଦିବା – ୦୩.୪୪ ରୁ ୦୩.୫୦
ରାତ୍ରି – ୦୭.୪୬ ରୁ ୦୯.୨୬
ରାତ୍ରି – ୧୧.୫୬ ରୁ ୦୧.୦୫
ରାତ୍ରି – ୦୨.୩୯ ରୁ ୦୫.୪୬

ଅଶୁଭ ସମୟ-

ରାହୁକାଳ - ଦିବା ୦୩.୫୦ ରୁ ୦୫.୧୬
କାଳବେଳା - ଦିବା ୧୧.୩୧ ରୁ ୧୨.୫୭
ବାରବେଳା- ଦିବା ୧୦.୦୫ ରୁ ୧୧.୩୧
କାଳରାତ୍ରି – ରାତ୍ରି ୦୧.୦୫ ରୁ ୦୨.୩୯

Advertisment
Panchang
Advertisment
Related Articles
Advertisment