/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୭ ତାରିଖ ଶୁକ୍ରବାର। ଚନ୍ଦ୍ର – ସିଂହ ଅହୋରାତ୍ର। ତିଥି - ୧୧ଶୀ ଦିବା ୧୧.୧୨ ଗତେ ୧୨ଶୀ। ଘାତଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର। ଘାତବାର – ବିଛା,ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ – ଦିବା ୧୧.୧୨ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।
Advertisment
ଶୁଭ ସମୟ-
ପ୍ରାତଃ – ୦୫.୪୫ ରୁ ୦୬.୩୧
ପ୍ରାତଃ – ୦୭.୧୭ ରୁ ୦୮.୩୮
ଦିବା – ୧୧.୫୪ ରୁ ୦୨.୫୯
ଦିବା – ୦୩.୪୫ ରୁ ୦୫.୧୮
ସନ୍ଧ୍ୟା – ୦୬.୦୮ ରୁ ୦୮.୨୫
ରାତ୍ରି – ୧୧.୫୬ ରୁ ୦୧.୩୬
ରାତ୍ରି – ୦୨.୨୬ ରୁ ୦୪.୦୬
ଅଶୁଭ ସମୟ -
ରାହୁକାଳ - ଦିବା ୧୦.୦୫ ରୁ ୧୧.୩୧
କାଳବେଳା - ଦିବା ୧୦.୦୫ ରୁ ୧୧.୩୧
ବାରବେଳା- ଦିବା ୦୮.୩୮ ରୁ ୧୦.୦୫
କାଳରାତ୍ରି – ରାତ୍ରି ୦୮.୨୫ ରୁ ୦୯.୫୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)