/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୬ ମଙ୍ଗଳବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି – ୧୨ଶୀ ରାତ୍ରି ୧୧.୫୭ ଗତେ ୧୩ଶୀ। ଘାତଚନ୍ଦ୍ର – ନାସ୍ତି। ଘାତବାର- ମକର ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୨.୦୯ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୫୭ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୬.୧୭ ରୁ ୦୭.୦୧
ଦିବା – ୦୯.୦୦ ରୁ ୧୧.୨୦
ସନ୍ଧ୍ୟା – ୦୫.୦୬ ରୁ ୦୬.୪୫
ରାତ୍ରି – ୦୮.୨୪ ରୁ ୦୮.୩୭
ରାତ୍ରି – ୦୯.୩୦ ରୁ ୧୨.୦୮
ରାତ୍ରି – ୦୧.୫୪ ରୁ ୦୩.୪୦
ନିଶାନ୍ତ - ୦୪.୩୨ ରୁ ୦୬.୧୮
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୨୪ ରୁ ୦୩.୪୫
କାଳବେଳା - ଦିବା ୦୧.୦୩ ରୁ ୦୨.୨୪
ବାରବେଳା- ପ୍ରାତଃ ୦୭.୩୮ ରୁ ୦୯.୦୦
କାଳରାତ୍ରି – ସନ୍ଧ୍ୟା ୦୬.୪୫ ରୁ ୦୮.୨୪
Advertisment
Advertisment



Related Articles
Student Suicide Case: କ୍ୟାମ୍ପସ୍ ସୁଇସାଇଡ ମାମଲା , କିଟ୍ ଦାଖଲ କରିବ କଂପ୍ଲାଏନ୍ସ ରିପୋର୍ଟ
POSTED

Additional Security Deposit: ଆଚମ୍ବିତ ବିଦ୍ୟୁତ୍ ଗ୍ରାହକ, ମାଲେମାଲ ଟାଟା ପାୱାର ...୩୦ ଦିନରେ ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ ପାଇଁ ନୋଟିସ
POSTED

Nitin Naveen Takes Charge: ଚର୍ଚ୍ଚାରେ ନଥିଲେ, ଡାର୍କହର୍ସ ହୋଇ ଉଭା ହେଲେ ...କାହିଁକି ନିତିନଙ୍କ ଉପରେ ଭରସିଲେ ବିଜେପି ନେତୃତ୍ବ ?
POSTED

Jitu Liku Dispute: ଧର୍ମଶାଳାରେ ତୀବ୍ର ହେଉଛି ଜିତୁ-ଲିକୁ ବିବାଦ, ଧର୍ମଶାଳା ଡେଇଁ ଭୁବନେଶ୍ବର ପହଞ୍ଚିଲା ଆକ୍ରମଣ ରାଜନୀତି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)