/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୫ ତାରିଖ ବୁଧବାର । ଚନ୍ଦ୍ର – କର୍କଟ ଅହୋରାତ୍ର । ତିଥି - ୯ମୀ ଦିବା ୧୦.୩୪ ଗତେ ୧୦ମୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – କର୍କଟ ରାଶିର । ପୁଷ୍କର ଦୋଷ – ନାସ୍ତି ।
ଶୁଭ ସମୟ-
ପ୍ରାତଃ – ୦୫.୪୪ ରୁ ୦୮.୦୩
ଦିବା – ୧୦.୨୨ ରୁ ୧୧.୩୨
ଦିବା – ୦୧.୨୮ ରୁ ୦୩.୪୭
ସନ୍ଧ୍ୟା – ୦୬.୦୯ ରୁ ୦୬.୫୯
ରାତ୍ରି – ୦୮.୩୮ ରୁ ୦୨.୩୮
ରାତ୍ରି – ୦୪.୧୨ ରୁ ୦୫.୪୫
ଅଶୁଭ ସମୟ -
ରାହୁକାଳ - ଦିବା ୧୧.୩୨ ରୁ ୧୨.୫୯
କାଳବେଳା - ଦିବା ୦୮.୩୮ ରୁ ୧୦.୦୫
ବାରବେଳା- ଦିବା ୧୧.୩୨ ରୁ ୧୨.୫୯
କାଳରାତ୍ରି – ରାତ୍ରି ୦୨.୩୮ ରୁ ୦୪.୧୨
Advertisment
Advertisment


Related Articles
Jail Officials in the Dock: ଜେଲ ଅଧିକାରୀଙ୍କ ଅବହେଳାର ପୋଲ୍ ଖୋଲିଲା DIGଙ୍କ ରିପୋର୍ଟ, ଘଟଣାର ୧୨ ଦିନ ପରେ ବି ପୋଲିସର ହାତ ଖାଲି
POSTED

BJD May Field Manoj Mishra in Nuapada: ବିଜେଡିର ନୂଆପଡ଼ା ପ୍ରାର୍ଥୀ ହୋଇପାରନ୍ତି ମନୋଜ ମିଶ୍ର, ଜାଣନ୍ତୁ ସେ କିଏ ଓ ତାଙ୍କୁ କାହିଁକି ବାଛୁଛି ଦଳ
POSTED

No Mobiles Inside Srimandir: ଡ୍ରୋନ୍ ପରେ ଶ୍ରୀମନ୍ଦିରରେ ଫୋନ୍ ବ୍ୟାନ୍, ଶ୍ରୀମନ୍ଦିରରେ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)