/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର ମକର ମାସ ମାଘ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୧୪ ବୁଧବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି – ୧୧ଶୀ ସନ୍ଧ୍ୟା ୦୫.୫୩ ଗତେ ୧୨ଶୀ। ଘାତଚନ୍ଦ୍ର – ନାସ୍ତି। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ – ସନ୍ଧ୍ୟା ୦୫.୫୩ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।
ଶୁଭ ସମୟ-
ପ୍ରାତଃ – ୦୬.୨୭ ରୁ ୦୭.୫୫
ଦିବା – ୧୦.୩୩ ରୁ ୧୧.୩୩
ଦିବା – ୦୧.୪୪ ରୁ ୦୪.୩୯
ସନ୍ଧ୍ୟା – ୦୬.୧୫ ରୁ ୧୦.୩୭
ରାତ୍ରି – ୦୨.୦୬ ରୁ ୦୩.୧୧
ନିଶାନ୍ତ - ୦୪.୪୯ ରୁ ୦୬.୨୭
ଅଶୁଭ ସମୟ-
ରାହୁକାଳ- ଦିବା ୧୧.୫୫ ରୁ ୦୧.୧୭
କାଳବେଳା - ଦିବା ୦୯.୧୧ ରୁ ୧୦.୩୩
ବାରବେଳା- ଦିବା ୧୧.୫୫ ରୁ ୦୧.୧୭
କାଳରାତ୍ରି – ରାତ୍ରି ୦୩.୧୧ ରୁ ୦୪.୪୯
Advertisment
Advertisment



Related Articles
History & Origin Of Vastu Shastra: କିଏ ବାହାର କରିଥିଲେ ବାସ୍ତୁଶାସ୍ତ୍ର? କିଏ ଏହାର ଗୁରୁ ଓ କିଏ ଏହାର ଦେବତା?
POSTED

Defunct CCTV Cameras in Bhawanipatna: ଅନ୍ଧ ହୋଇ ପଡ଼ିଛି ପୋଲିସର ତୃତୀୟ ନୟନ; ବଢୁଛି ଚୋରି-ଡକାୟତି-ଅପରାଧ
POSTED

Koida Suffocates Under Toxic Dust: ପ୍ରଦୂଷଣର ବିଷବଳୟରେ ଖଣି ରାଜଧାନୀ, ନାଲି କଳା ଧୂଳିର ଆତଙ୍କ
POSTED

Big Push for Keonjhar: କେନ୍ଦୁଝର ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମକର ଭେଟି, ୧୯୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)