/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୨ ତାରିଖ ରବିବାର । ଚନ୍ଦ୍ର – ମିଥୁନ ଅହୋରାତ୍ର । ତିଥି – ୬ଷ୍ଠୀ ଦିବା ୦୨.୧୭ ଗତେ ୭ମୀ । ଘାତଚନ୍ଦ୍ର – କନ୍ୟା ରାଶିର ଅହୋରାତ୍ର । ଘାତବାର – ମଷେ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୨.୧୭ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
Advertisment
ଶୁଭ ସମୟ-
ପ୍ରାତଃ – ୦୬.୩୦ ରୁ ୦୮.୫୦
ଦିବା – ୦୧.୦୦ ରୁ ୦୩.୦୨
ଦିବା – ୦୩.୪୯ ରୁ ୦୩.୫୪
ରାତ୍ରି – ୦୭.୫୦ ରୁ ୦୯.୨୯
ରାତ୍ରି – ୧୧.୫୭ ରୁ ୦୧.୦୫
ରାତ୍ରି – ୦୨.୩୮ ରୁ ୦୫.୪୪
ଅଶୁଭ ସମୟ -
ରାହୁକାଳ - ଦିବା ୦୩.୫୪ ରୁ ୦୫.୨୨
କାଳବେଳା - ଦିବା ୧୧.୩୩ ରୁ ୦୧.୦୦
ବାରବେଳା- ଦିବା ୧୦.୦୫ ରୁ ୧୧.୩୩
କାଳରାତ୍ରି – ରାତ୍ରି ୦୧.୦୫ ରୁ ୦୨.୩୮
Advertisment
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)