Advertisment

Today Panchang 11th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୧ ତାରିଖ ଶନିବାର । ଚନ୍ଦ୍ର – ବୃଷ ରାତ୍ରି ୦୨.୨୫ ଗତେ ମିଥୁନ । ତିଥି – ୫ମୀ ଦିବା ୦୪.୪୩ ଗତେ ୬ଷ୍ଠୀ । ଘାତଚନ୍ଦ୍ର – ବିଛା ରାଶିର , ରାତ୍ରି ୦୨.୨୫ ଗତେ କନ୍ୟା ରାଶିର ।

author-image
Deepak Acharya
undefined

ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୧ ତାରିଖ ଶନିବାର । ଚନ୍ଦ୍ର – ବୃଷ ରାତ୍ରି ୦୨.୨୫ ଗତେ ମିଥୁନ । ତିଥି – ୫ମୀ ଦିବା ୦୪.୪୩ ଗତେ ୬ଷ୍ଠୀ । ଘାତଚନ୍ଦ୍ର – ବିଛା ରାଶିର , ରାତ୍ରି ୦୨.୨୫ ଗତେ କନ୍ୟା ରାଶିର । ଘାତବାର –  ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।

Advertisment

ଶୁଭ ସମୟ-

ପ୍ରାତଃ – ୦୭.୧୬ ରୁ ୦୮.୩୮
ଦିବା – ୧୧.୫୬ ରୁ ୦୧.୦୦
ଦିବା – ୦୨.୨୮ ରୁ ୦୩.୦୩
ଦିବା – ୦୩.୪୯ ରୁ ୦୩.୫୫
ରାତ୍ରି – ୦୨.୨୬ ରୁ ୦୩.୧୫

ଅଶୁଭ ସମୟ -

ରାହୁକାଳ - ଦିବା ୦୮.୩୮ ରୁ ୦୩.୦୫
କାଳବେଳା – ପ୍ରାତଃ ୦୫.୪୩ ରୁ ୦୭.୧୧ ଓ ଦିବା ୦୩.୫୫ ରୁ ୦୫.୨୨
ବାରବେଳା- ଦିବା ୦୧.୦୦ ରୁ ୦୨.୦୮
କାଳରାତ୍ରି – ସନ୍ଧ୍ୟା ୦୫.୨୨ ରୁ ୦୬.୫୫ ଓ ରାତ୍ରି ୦୪.୧୧ ରୁ ୦୫.୪୩

Advertisment
Panchang
Advertisment
Related Articles
Advertisment