Advertisment

Today Panchang 11th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୧ ଗୁରୁବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି – ୭ମୀ ଦିବା ୦୧.୫୮ ଗତେ ୮ମୀ । ଘାତଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର ।

author-image
Deepak Acharya
Panchang

Panchang Photograph: (OTV)

ଆଜିର ପଞ୍ଚାଙ୍ଗ  ଡିସେମ୍ୱର ୧୧ ତାରିଖ  ଗୁରୁବାର                                                          

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୧ ଗୁରୁବାର ।
ଚନ୍ଦ୍ର- ସିଂହ ଅହୋରାତ୍ର
ତିଥି – ୭ମୀ ଦିବା ୦୧.୫୮ ଗତେ ୮ମୀ
ଘାତଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର
ଘାତବାର- ତୁଳା ଓ କୁମ୍ଭ ରାଶିର

Advertisment

ପୁଷ୍କର ଦୋଷ – ୧ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୦୧.୫୭ ପର୍ଯ୍ୟନ୍ତ , ତା’ପରେ ରାତ୍ରି ୦୩.୫୬ ଗତେ ୧ପାଦ- କୁଟୁମ୍ବହାନି- ତିଳକାଞ୍ଚନ ଦାନ

ଶୁଭ ସମୟ-

ପ୍ରାତଃ – ୦୬.୧୪ ରୁ ୦୭.୪୧
ସନ୍ଧ୍ୟା – ୦୫.୫୭ ରୁ ୦୯.୨୮
ରାତ୍ରି – ୦୧.୧୯ ରୁ ୦୩.୩୭
ନିଶାନ୍ତ - ୦୪.୩୦ ରୁ ୦୬.୧୫

Advertisment

ଅଶୁଭ ସମୟ-

ରାହୁକାଳ- ଦିବା ୦୧.୦୧ ରୁ ୦୨.୨୨
କାଳବେଳା - ଦିବା ୦୨.୨୨ ରୁ ୦୩.୪୩
ବାରବେଳା- ଦିବା ୦୩.୪୩ ରୁ ୦୫.୦୪
କାଳରାତ୍ରି – ରାତ୍ରି ୧୧.୪୦ ରୁ ୦୧.୧୯

Panchang
Advertisment
Related Articles
Advertisment