/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୦ ମଙ୍ଗଳବାର । ଚନ୍ଦ୍ର – ବିଛା ଅହୋରାତ୍ର । ତିଥି - ୭ମୀ ରାତ୍ରି ୦୧.୫୪ ଗତେ ୮ମୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – ମକର ରାଶିର । ପୁଷ୍କରଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୧.୫୪ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ଦିବା – ୦୯.୦୦ ରୁ ୧୦.୪୬
ଦିବା – ୦୧.୦୭ ରୁ ୦୧.୨୫
ଦିବା – ୦୪.୨୨ ରୁ ୦୫.୦୩
ସନ୍ଧ୍ୟା – ୦୫.୫୧ ରୁ ୦୬.୩୯
ରାତ୍ରି – ୦୯.୦୬ ରୁ ୧୧.୩୨
ରାତ୍ରି – ୦୧.୫୮ ରୁ ୦୩.୩୬
ଅଶୁଭ ସମୟ-
ରାହୁକାଳ - ଦିବା ୦୨.୫୪ ରୁ ୦୪.୨୨
କାଳବେଳା – ଦିବା ୦୧.୨୫ ରୁ ୦୨.୫୪
ବାରବେଳା- ପ୍ରାତଃ ୦୭.୩୧ ରୁ ୦୯.୦୦
କାଳରାତ୍ରି – ସନ୍ଧ୍ୟା ୦୭.୨୨ ରୁ ୦୮.୫୩
Advertisment
Advertisment



Related Articles
Russia Declares Support for Iran: ଇରାନକୁ ସମର୍ଥନ ଘୋଷଣା କଲା ଋଷ, ନୂତନ ନେତା ମୋଜତାବାଙ୍କୁ ଅଭିନନ୍ଦନ ଜଣାଇଲେ ପୁଟିନ୍
POSTED

Cyber Betting Racket Busted: G RAM G ଆକାଉଣ୍ଟରେ କୋଟି କୋଟି ଟଙ୍କାର ବେଟିଂ; ରାକେଟର ପର୍ଦ୍ଦାଫାସ
POSTED

Government Increases LPG Cylinder Booking Gap: ବଢିଲା LPG ସିଲିଣ୍ଡର୍ ବୁକିଂ ଅବଧି; ୨୫ ଦିନ ପରେ ଆଉ ଗୋଟିଏ ବୁକିଂ
POSTED

Modi’s Call Could Calm the Situation: ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଫୋନ୍ କଲ୍ ଉତ୍ତେଜନା ହ୍ରାସ କରିପାରିବ: ଭାରତରେ ଅବସ୍ଥାପିତ ୟୁଏଇ ରାଷ୍ଟ୍ରଦୂତ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)