Advertisment

Today Panchang 10th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୧୦ ମଙ୍ଗଳବାର। ଚନ୍ଦ୍ର – ବିଛା ଅହୋରାତ୍ର। ତିଥି – ୮ମୀ ପ୍ରାତଃ ୦୭.୨୭ ଗତେ ୯ମୀ। ଘାତଚନ୍ଦ୍ର – ନାସ୍ତି। ଘାତବାର – ମକର ରାଶିର।

author-image
Deepak Acharya
Panchang Today 28th August 2024

ସୈାର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୧୦ ମଙ୍ଗଳବାର। ଚନ୍ଦ୍ର – ବିଛା ଅହୋରାତ୍ର। ତିଥି – ୮ମୀ ପ୍ରାତଃ ୦୭.୨୭ ଗତେ ୯ମୀ। ଘାତଚନ୍ଦ୍ର – ନାସ୍ତି। ଘାତବାର – ମକର ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ପ୍ରାତଃ ୦୭.୫୫ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ଦିବା – ୦୯.୧୧ ରୁ ୧୦.୫୩
ଦିବା – ୦୧.୦୮ ରୁ ୦୧.୨୫
ଦିବା – ୦୪.୧୫ ରୁ ୦୪.୫୪
ସନ୍ଧ୍ୟା – ୦୫.୩୯ ରୁ ୦୬.୩୦
ରାତ୍ରି – ୦୯.୦୨ ରୁ ୧୧.୩୫
ରାତ୍ରି – ୦୨.୦୭ ରୁ ୦୩.୪୯
ଅଶୁଭ ସମୟ-
ରାହୁକାଳ - ଦିବା ୦୨.୫୦ ରୁ ୦୪.୧୫
କାଳବେଳା - ଦିବା ୦୧.୨୫ ରୁ ୦୨.୫୦
ବାରବେଳା- ପ୍ରାତଃ ୦୭.୪୬ ରୁ ୦୯.୧୧
କାଳରାତ୍ରି – ସନ୍ଧ୍ୟା ୦୭.୧୫ ରୁ ୦୮.୫୦

Advertisment
Panchang
Advertisment
Related Articles
Advertisment