ସୁନ୍ଦରଗଡ଼ କେ.ବଲାଙ୍ଗ NH-୫୨୦ରେ ମର୍ମନ୍ତୁଦ ଦୁର୍ଘଟଣା। ବସକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ। ୧୦ରୁ ଅଧିକ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବସଟି ରାଉରକେଲାରୁ ଆସୁଥିବା ବେଳେ ଟ୍ରକ୍ ସହ ଧକ୍କା ହୋଇଛି। ରାସ୍ତା ଜାମ୍ ଯୋଗୁଁ ବସ୍ ଟି ରଙ୍ଗ୍ ରୁଟ୍ ରେ ଆସୁଥିବା ସୂଚନା ମିଳିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)