Advertisment

Odisha Issues Flood Alert: ମାଡ଼ି ଆସୁଛି ବନ୍ୟା !

ଉପରମୁଣ୍ଡରେ ବର୍ଷା ବଢିବା ଫଳରେ ହୀରାକୁଦରେ ଖୋଲିବ ଆଉ ୪ ଟି ଗେଟ୍ । ମୋଟ ୨୦ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେବ । ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବଢିବ । କିନ୍ତୁ ବନ୍ୟା ସ୍ଥିତି ଦେଖିବାକୁ ମିଳିବ ନାହିଁ ।

author-image
Manas Ranjan Mohanty

ଉପରମୁଣ୍ଡରେ ବର୍ଷା ବଢିବା ଫଳରେ ହୀରାକୁଦରେ ଖୋଲିବ ଆଉ ୪ ଟି ଗେଟ୍ । ମୋଟ ୨୦ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେବ । ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବଢିବ । କିନ୍ତୁ ବନ୍ୟା ସ୍ଥିତି ଦେଖିବାକୁ ମିଳିବ ନାହିଁ । 

Advertisment
Advertisment
Related Articles
Advertisment