Advertisment

OSRTC Bus Hits Parked Truck: କୁହୁଡ଼ି ହେଲା କି କାଳ? ଟ୍ରକକୁ ପଛରୁ ପିଟିଦେଲା ବସ୍

ଟ୍ରକକୁ ପିଟିଲା ବସ୍। କୋରାପୁଟ ଜିଲ୍ଲା ସେମିଳିଗୁଡା ଠାରେ ଟ୍ରକ ପଛକୁ ପିଟିଲା OSRTC ବସ। ବିଶାଖାପାଟଣା ଠାରୁ ଉମରକୋଟ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା। ଆଜି ଭୋର ୩ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

author-image
Madhupriya Mistry
BUS HITS TRUCK

BUS HITS TRUCK Photograph: (OTV)

ଟ୍ରକକୁ ପିଟିଲା ବସ୍। କୋରାପୁଟ ଜିଲ୍ଲା ସେମିଳିଗୁଡା ଠାରେ ଟ୍ରକ ପଛକୁ ପିଟିଲା OSRTC ବସ। ବିଶାଖାପାଟଣା ଠାରୁ ଉମରକୋଟ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା। ଆଜି ଭୋର ୩ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

Advertisment

ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତିI ତେବେ ଆଜି ଭୋରରୁ କୁହୁଡି ହୋଇଥିବାରୁ ବସ ଡ୍ରାଇଭର ଦୁରୁରୁ ଭଲ ଭାବରେ ଦେଖି ନପାରିବାରୁ ଲେଫ୍ଟ ସାଇଡ଼ରେ ପାରକିଙ୍ଗ କରିଥିବା ଟ୍ରକ କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରୁ ବସକୁ ସୁରକ୍ଷିତ ଭାବେ ବାହାର କରାଯାଇଛି।   

Bus Collides With Truck Koraput OSRTC Bus Accident
Advertisment
Related Articles
Advertisment