Advertisment

Heavy Rain Forecast: ଏଇ ସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି । କୋରାପୁଟ ଓ ମାଲକାନଗିରିରେ ଆଜି ଅତିପ୍ରବଳ ବର୍ଷିବ ।

author-image
Tapan Swain

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି । କୋରାପୁଟ ଓ ମାଲକାନଗିରିରେ ଆଜି ଅତିପ୍ରବଳ ବର୍ଷିବ। ପାଣିପାଗ ବିଭାଗ ଏହି ପୂର୍ବାନୁମାନ (Forecast)  କରିଛି । 

Advertisment
Heavy Rain Forecast
Advertisment
Related Articles
Advertisment