Advertisment

All Schools Closed in Malkangiri: ବର୍ଷା ସ୍ଥିତିକୁ ନଜରରେ ରଖି ସ୍କୁଲ ଛୁଟି

ଲଘୁଚାପ ବର୍ଷାରେ ଭିଜିବ ତମାମ ଓଡ଼ିଶା। ଉପକୂଳ ଓଡ଼ିଶାରେ ପ୍ରବଳ ଆଉ ଦକ୍ଷିଣ ଓଡ଼ିଶାରେ ହୋଇପାରେ ଅତିପ୍ରବଳ ବର୍ଷା। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଆଜି ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି।

author-image
Manas Ranjan Mohanty

ଲଘୁଚାପ ବର୍ଷାରେ ଭିଜିବ ତମାମ ଓଡ଼ିଶା। ଉପକୂଳ ଓଡ଼ିଶାରେ ପ୍ରବଳ ଆଉ ଦକ୍ଷିଣ ଓଡ଼ିଶାରେ ହୋଇପାରେ ଅତିପ୍ରବଳ ବର୍ଷା। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଆଜି ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି।

Advertisment
Advertisment
Related Articles
Advertisment