Advertisment

ଆହୁରି ବଢିବ ତାତି

#ଆହୁରି_ବଢିବ_ତାତି କଲବଲ କରିବ ଉତ୍ତାପ। ଗରମ ସାଙ୍ଗକୁ ଗୁଳୁଗୁଳି ହେବ। ୧୫ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ। ଆଗାମୀ ୩ ଦିନ ଯାଏ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

author-image
Saroj Kumar Jena

#ଆହୁରି_ବଢିବ_ତାତି  
କଲବଲ କରିବ ଉତ୍ତାପ। ଗରମ ସାଙ୍ଗକୁ ଗୁଳୁଗୁଳି ହେବ। ୧୫ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ। ଆଗାମୀ ୩ ଦିନ ଯାଏ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ। 

Advertisment
Advertisment
Advertisment