Advertisment

ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ବର୍ଷା ପାଣି

ଲଗାଣ ବର୍ଷା ଫଳରେ ବାଲେଶ୍ଵର ସହର ନୂଆସାହି ଛକ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ବର୍ଷା ପାଣି। ରେମୁଣା ଓ ବାରିପଦାକୁ  ସଂଯୋଗ କରୁଥିବା ଏହି ରାସ୍ତା ଉପରେ ପାଣି ହେବା ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଲୋକମାନେ ଡ୍ରେନ ପାଣିରେ ପଶି ଯିବାଆସିବା କରୁଛନ୍ତି।

author-image
Sujit kumar Swain

Rain Alert
Advertisment
Advertisment