Advertisment

ଆସୁଛି ଲଘୁଚାପ ଛେଚିବ ବର୍ଷା

ପୁଣି ଆସୁଛି ଲଘୁଚାପ, ପୁଣି ଛେଚିବ ବର୍ଷା । ସକ୍ରିୟ ମୌସୁମୀ ସାଙ୍ଗକୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ହେବ ପ୍ରବଳ ବର୍ଷା । ଆସନ୍ତା ୧୩ ତାରିଖ ବେଳକୁ ଉତ୍ତର ପଶ୍ଚିମ ଓ ସଲଗ୍ନ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସଂଭାବନା ରହିଛି । ପ୍ରଭାବରେ ଆସନ୍ତା ୧୨ ଓ ୧୩ ତାରିଖରେ ରାଜ୍ୟରେ ଅତି ପ୍ରବଳ ବର୍ଷା ଓ ବଜ୍ରପାତ ସଂଭାବନା ଥିବା ନେଇ ସତର୍କ କରିଛି ପାଣିପାଗ ବିଭାଗ କେନ୍ଦ୍ର ।

author-image
Manasranjan Mohanty