୪_ପର୍ଯ୍ୟନ୍ତ_ପ୍ରବଳ_ବର୍ଷା
ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା। ସାରା ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ଅଧିକ ବର୍ଷା ନେଇ ବହୁ ଜିଲ୍ଲାକୁ ଅରେଂଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଜି ୧୬ ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।
Published By: Saroj Kumar Jena
Last updated: 28 June 2025, 07:43 PM IST
ଖୋଲିଲା ବ୍ଲାକ ବକ୍ସ୍ ଆସିଲା ତଥ୍ୟ। କେମିତି ହୋଇଥିଲା ଅହମ୍ମଦାବାଦ ପ୍ଲେନ କ୍ରାସ୍ ? ୨୭୫ ଜଣଙ୍କ ମୃତ୍ୟୁ ପଛରେ କାହାର ହାତ ? ଦେଖନ୍ତୁ ଏହି ରିପୋର୍ଟ ।