Advertisment

ବାତ୍ୟା ଛୁଇଁବ କି ଓଡ଼ିଶା ଉପକୂଳ ?

ନାନା ଶଙ୍କା ଆଉ ନାନା ଚର୍ଚ୍ଚା ଭିତରେ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ଭାସମାନ ମେଘ ଖଣ୍ଡ ବଢ଼ାଇଲାଣି ଆଶଙ୍କା। କାରଣ ଏଠାକାର ବାୟୁମଣ୍ଡଳର ଉପରି ଭାଗରେ ୫.୮ କିଲୋମିଟର ଯାଏଁ ବ୍ୟାପିଛି ଘୁର୍ଣ୍ଣିବଳୟ।

author-image
Santosh Kumar Sahoo

ବାତ୍ୟାପ୍ରବଣ ମାସରେ ବଦଳୁଛି ପାଣିପାଗର ଗତିବିଧି। କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏବେ ସମ୍ଭାବ୍ୟ ଲଘୁଚାପ ମୁହାଁ। ଯାହା ଅବପାତର ରୂପ ନେଇ ୨୩ରୁ ଉପକୂଳ ଓଡ଼ିଶାରେ ବର୍ଷା କରାଇବ। ଏସବୁ ଭିତରେ କିଛି ବିଦେଶୀ ମଡେଲର ପୂର୍ବାନୁମାନ, ବାତ୍ୟା ଆଶଙ୍କାକୁ ବଢ଼ାଇ ଦେଇଛି । ତେବେ ଆସନ୍ତା ୨୧ରେ ଲଘୁଚାପ ହେଲା ପରେ ହିଁ ବାତ୍ୟା ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି କହିଛନ୍ତି IMD ଡିଜି। 

Advertisment
Odisha Cyclone IMD
Advertisment
Advertisment