Advertisment

ବଦଳିଗଲା ପାଗ ମାଡ଼ି ଆସିଲା ବର୍ଷା

ବଦଳିଗଲା ପାଗ, ମାଡ଼ି ଆସିଲା ବର୍ଷା। ଖରା ଓ ଗୁଳୁଗୁଳି ଭିତରେ ଆଶ୍ବସ୍ତି ଆଣିଛି ବର୍ଷା। ଉପକୂଳ ଓଡ଼ିଶାରେ ଆଜି ସକାଳୁ ବର୍ଷା ଲାଗି ରହିଛି।

author-image
Manasranjan Mohanty