ଲଘୁଚାପ ଆସୁଛି ଯାଉଛି, ହେଲେ ସେ ବର୍ଷା ଚାଷକୁ ଅଣ୍ଟୁନି । ରାଜ୍ୟର ୧୧ ଜିଲ୍ଲାରେ ଅନାବୃଷ୍ଟି କାରଣରୁ ଧାନଚାଷର ବିକଳ ସ୍ଥିତି। ଭାଦ୍ରବରେ ବି ବହୁ ବ୍ଲକ୍ରେ ରୁଆ ବଛା ହୋଇନି । ଏଭଳି ସ୍ଥିତିରେ ତୈଳବୀଜ ଓ ମକା ଆଦି ଫସଲ କରିବାକୁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରି ଓୟୁଏଟି ପକ୍ଷରୁ ରାଜ୍ୟ କୃଷି ବିଭାଗ ପାଖକୁ ପଠାଯାଇଛି । ତେଣେ ପାଣିପାଗ ବିଭାଗ କହୁଛି ସେପଟେମ୍ବରରେ ଲଘୁଚାପ ବର୍ଷା ନିଅଣ୍ଟିଆ ବର୍ଷା ପରିମାଣ ଭରଣା କରିଦେବ ।
Published By: Satyendu Shekher Mishra
Last updated: 06 September 2023, 09:57 PM IST
ଆଜି ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ଗଭୀର ଅବପାତ । ସମ୍ଭାବ୍ୟ ବାତ୍ୟାର ନାଁ ପେଙ୍ଗାଲ । ତାମିଲନାଡ଼ୁ ଉପକୂଳ ମୁହାଁ ହେବ ବାତ୍ୟା । ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତିକରିବ ବାତ୍ୟା ।