Advertisment

Big Rain Alert: ଆସୁଛି ବଡ଼ ବର୍ଷା ! ଫିକା ହୋଇପାରେ ଦଶହରା ମଉଜ

ବର୍ଷା ମାଡ଼ରେ ଫିକା ହୋଇପାରେ ଦଶହରା ମଉଜ । ଆସନ୍ତା ୨୬ରୁ ବଦଳିଯିବ ପାଗର ମିଜାଜ୍ । ୨୫ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଘନୀଭୂତ ହୋଇ ଏହା ଅବପାତରେ ପରିଣତ ହେବ

author-image
Manasranjan Mohanty