Advertisment

Vaibhav Suryavanshi: ଦଶମ ବୋର୍ଡ ପରୀକ୍ଷାରେ ଫେଲ୍ ବୈଭବ ସୂର୍ଯ୍ୟବଂଶୀ !

ଦେଶରେ ଚାଲିଛି CBSE ଓ ଷ୍ଟେଟ୍ ବୋର୍ଡର ରେଜଲ୍ଟ ପ୍ରକାଶ ସମୟ । ଛାତ୍ରଛାତ୍ରୀ ନିଜର ରେଜଲ୍ଟକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଆଉ ଏତିକିବେଳେ ଯୁବ କ୍ରିକେଟର ବୈଭବଙ୍କ ରେଜଲ୍ଟକୁ ନେଇ ଏକାଧିକ ପୋଷ୍ଟ ଭାଇରାଲ୍ ।

author-image
Namita Biswal
ଅଦ୍ୟତନ ହୋଇଛି

ଦଶମ ବୋର୍ଡ ପରୀକ୍ଷାରେ ଫେଲ୍ ହୋଇଗଲେ ବୈଭବ ସୂର୍ଯ୍ୟବଂଶୀ ! ସୋସିଆଲ ମିଡିଆରେ କିଛି ଏମିତି ଚର୍ଚ୍ଚା ଜୋରଦାର । ନଜର ପକାନ୍ତୁ ଏହି ଇନଷ୍ଟା ପୋଷ୍ଟ ଉପରେ । ଏଥିରେ ଲେଖାଯାଇଛି ୧୪ ବର୍ଷୀୟ କ୍ରିକେଟ ସେନସେସନ ବୈଭବ ସୂର୍ଯ୍ୟବଂଶୀ, 10th CBSE ବୋର୍ଡ ପରୀକ୍ଷାରେ ଫେଲ୍ ହୋଇଛନ୍ତି । ଆଉ ଏହାପରେ ବିସିସିଆଇ ତାଙ୍କ ଆନସର ସିଟର DRS ଷ୍ଟାଇଲ ରିଭିୟୁ ଆବେଦନ କରିଛି । ସୋସିଆଲ ମିଡିଆରେ ଏମିତି ଏକାଧିକ ପୋଷ୍ଟ ଘୁରି ବୁଲୁଥିବାବେଳେ ଏଥିରେ କେତେ ସତ୍ୟତା ଅଛି ଜାଣିଲେ ତାଜୁବ ହୋଇଯିବେ । 

Advertisment
Rajasthan Royals Matric Results IPL 2025 Vaibhav Suryavanshi
Advertisment
Advertisment