Advertisment

ଶୁବମନ ଗିଲଙ୍କ ମୁଣ୍ଡରେ ଲାଗିଲା ତାଜ

ୟଙ୍ଗ ଷ୍ଟାରଙ୍କ ଉପରେ ବିସିସିଆଇର ଭରସା ୨୫ ବର୍ଷୀୟ ଶୁବମନ ଗିଲଙ୍କ ମୁଣ୍ଡରେ ଲାଗିଲା ତାଜ। ଟିମ୍ ଇଣ୍ଡିଆର ନୂଆ ଟେଷ୍ଟ କ୍ୟାପଟେନ୍ ଶୁବମନ୍ ଗିଲ୍ ।ଇଂଲଣ୍ଡ ଗସ୍ତ ପାଇଁ ୧୮ ଜଣିଆ ଟିମରେ ରିଷଭ୍ ପନ୍ତ ଉପ ଅଧିନାୟକ, ୮ ବର୍ଷ ପରେ କରୁଣ ନାୟାରଙ୍କ ହେଲା କମ୍ ବ୍ୟାକ ସାଇ ସୁଦର୍ଶନଙ୍କୁ ବି ମିଳିଲା ଡେବ୍ୟୁ ସୁଯୋଗ

author-image
Saroj Kumar Jena