Yash Dayal
ପୁଣି ଜଣେ ଯୁବତୀ । ପୁଣି ଦୁଷ୍କର୍ମ ଅଭିଯୋଗ । ପ୍ରଥମେ ଗାଜିଆବାଦ, ଆଉ ଏବେ ଜୟପୁର । RCB ର ଷ୍ଟାର ବୋଲର ୟଶ ଦୟାଲଙ୍କ ପୁଣି ବଢ଼ିଲା ଅଡ଼ୁଆ । ୟଶଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ପୁଣି ଜଣେ ଯୁବତୀ । ଯୁବତୀ ଜଣକ କ୍ରିକେଟରଙ୍କ ନାମରେ କ୍ୟାରିୟରର ପ୍ରଲୋଭନ ଦେଖାଇ ଦୁଇ ବର୍ଷ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)