Advertisment

ଓଡ଼ିଶାରେ ହେବ କି ୨୦୩୬ ଅଲିମ୍ପିକ୍ସ ହକି ?

୨୦୧୪ରେ ଚାମ୍ପିୟନ୍ସ ଟ୍ରଫି, ୨୦୧୮ ଆଉ ୨୦୨୩ରେ ବିଶ୍ବକପ୍ । ୨୦୨୧ରେ ଜୁନିୟର ବିଶ୍ବକପ୍ । ଆଗକୁ ଏହି ତାଲିକାରେ ଯୋଡ଼ି ହୋଇପାରେ ୨୦୩୬ ଅଲିମ୍ପିକ୍ସ ହକି ଇଭେଣ୍ଟ।

author-image
Santosh Kumar Sahoo

ଓଡ଼ିଶାରେ ହେବ କି ୨୦୩୬ ଅଲିମ୍ପିକ୍ସ? ବିଶ୍ବର ଏହି ସର୍ବବୃହତ କ୍ରୀଡ଼ା ମହାକୁମ୍ଭ ଆୟୋଜନ ପାଇଁ ଭାରତ ପକ୍ଷରୁ ବିଡ୍ କରାଯାଇଛି । ତେବେ ଏହାକୁ କେବଳ ଅହମ୍ମଦାବାଦରେ ସୀମିତ ନ ରଖି ଭାରତର ବିଭିନ୍ନ ସହରରେ ଆୟୋଜନ ପାଇଁ ଯୋଜନା ହେଉଛି। ଆଉ ହକି ଆୟୋଜନ ନେଇ ସମସ୍ତ ଭିତ୍ତିଭୂମି ଥିବାରୁ ଅଲିମ୍ପିକ୍ସର ଏହି ଇଭେଣ୍ଟ ପାଇଁ ଭୁବନେଶ୍ବରକୁ ରଖାଯାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏଣେ ଓଡ଼ିଶାରେ ଅଲିମ୍ପିକ୍ସ ହକି ଆୟୋଜନର ସମସ୍ତ କ୍ଷମତା ରହିଥିବା କହିଛନ୍ତି ପୂର୍ବତନ ଅଲିମ୍ପିଆନ୍ ତଥା ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି।

Advertisment
Odisha Olympic
Advertisment
Advertisment