Advertisment

ବାଲେଶ୍ବରବାସୀଙ୍କ ଭାଗ୍ୟରେ ଖେଳପଡ଼ିଆ ନାହିଁ?

ଦିନେ ବାଲେଶ୍ୱରର ଖେଳାଳି ଫୁଟବଲ, କ୍ରିକେଟ, ଖୋଖୋ ଓ କବାଡି ପାଇଁ ବେଶ ସୁନାମ ଅର୍ଜନ କରିଥିଲେ। ହେଲେ ଏବେ ବାଲେଶ୍ୱରରେ ଖେଳାଳିଙ୍କ ପାଇଁ ଭଲ ପଡିଆଟିଏ ନଥିବାରୁ ବହୁ ପ୍ରତିଭାବାନ ଖେଳାଳି ଲୁକାୟିତ ଭାବେ ରହିଯାଉଛନ୍ତି। ଯାହାକୁ ନେଇ ଖେଳାଳି ଓ ବାଲେଶ୍ୱରବାସୀ ଅସନ୍ତୋଷ ପ୍ରକାଶ କରିବା ସହ ସହର ମଧ୍ୟରେ ଥିବା ଲାଇଟ ହାଉସ ପଡିଆକୁ ଏକ ଖେଳ ଉପଯୋଗୀ ପଡିଆ କରିବାକୁ ଦାବି କରିଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି

Odisha Sports
Advertisment
Advertisment