Advertisment

୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ବିଡ୍ ଦାଖଲ କରିବ ଭାରତ

୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ବିଡ୍ ଦାଖଲ କରିବ ଭାରତ। ଇଣ୍ଡିଆନ ଅଲିମ୍ପିକ୍ ଆସୋସିଏସନ ପକ୍ଷରୁ ସ୍ପଶାଲ ଜେନେରାଲ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୩୧ ବିଡ୍ ଦାଖଲର ଶେଷ ତାରିଖ ରହିଛି। ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ପ୍ରସ୍ତୁତ ଥିବା ପୂର୍ବରୁ ପିଏମ ମୋଦି କହିଥିବା ବେଳେ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ପାଇଁ ଜୋରସୋରରେ ଆଗ୍ରହ ପ୍ରକାଶ କରିଛି ଭାରତ।

author-image
Manasranjan Mohanty