Advertisment

ଭାଙ୍ଗିଲା ଇଂଲିସ୍‌ ଟିମର ଗର୍ବ

ଓଭାଲରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ । ଭାଙ୍ଗିଲା ଇଂଲଣ୍ଡର ଗର୍ବ । ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବୋଲିଂରେ ଘାଇଲା ହେଲେ ଇଲିଂସ ବ୍ୟାଟର୍‌ । ପଞ୍ଚମ ଟେଷ୍ଟରେ ଘରୋଇ ଦଳକୁ ୬ ରନ୍‌ରେ ମାତ୍ ଦେଲା ଭାରତ । ଶେଷ ଟେଷ୍ଟରେ ବିଜୟ ସହ ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫିକୁ ୨-୨ରେ ବରାବର୍‌ କରିଛି ମେନ୍ ଇନ୍‌ ବ୍ଲୁ ।

author-image
Manasranjan Mohanty