Advertisment

୫ ବର୍ଷ ପରେ ବାରବାଟୀରେ କ୍ରିକେଟ୍ ଫିଭର୍।

ଦୀର୍ଘ ୫ ବର୍ଷ ପରେ ଇଣ୍ଡିଆ-ଇଣ୍ଡିଆ ନାରାରେ କମ୍ପୁଛି କଟକ ବାରବାଟୀ। ମ୍ୟାଚର ଭରପୁର ମଜା ନେଉଛନ୍ତି ହଜାର ହଜାର ଦର୍ଶକ। ଫ୍ୟାନଙ୍କ ଖଚାଖଚ୍ ଭିଡ଼ରେ ଉଛୁଳୁଛି ଷ୍ଟାଡିୟମ। ପଡ଼ିଆ ବାହାରେ ବି ପ୍ରବଳ ଗହଳି। ଆଜି ମ୍ୟାଚ୍ ଆରମ୍ଭ ହେବା ଢେର୍ ପୂର୍ବରୁ ଦେଖିବାକୁ ମିଳିଥିଲା କ୍ରିକେଟ୍ ଫିଭର୍।

author-image
Saroj Kumar Jena