Advertisment

ବିରାଟଙ୍କୁ ନେଇ ବଡ଼ ଖୁଲାସା କଲେ ଚହଲ

୨୦୧୯ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲ ମ୍ୟାଚ୍ ହାରିବା ପରେ ବିରାଟ କୋହଲି ବାଥରୁମ୍‌ରେ କାନ୍ଦୁଥିବା ମୁଁ ଦେଖିଥିଲି । ମୁଁ ଯେତେବେଳେ ଶେଷ ବ୍ୟାଟ୍ସମ୍ୟାନ୍‌ ଭାବେ ମଇଦାନକୁ ଯାଉଥିଲି, ସେତେବେଳେ ତାଙ୍କ ଆଖିରେ ଲୁହ ଥିଲା ବୋଲି କହିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜଭେନ୍ଦ୍ର ଚହଲ ।

author-image
Manasranjan Mohanty