Chahal
ପୁଣି ଚର୍ଚ୍ଚାରେ ଷ୍ଟାର କ୍ରିକେଟର ୟୁଜଭେନ୍ଦ୍ର ଚହଲ । ଏଥିର କିନ୍ତୁ ସେ ତାଙ୍କ ଖେଳକୁ ନେଇ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ । ଛାଡପତ୍ରକୁ ନେଇ ଦୀର୍ଘ ଦିନର ନୀରବତା ଭାଙ୍ଗିଛନ୍ତି ଚହଲ । ଯେତେବେଳେ ମୋର ଛାଡ଼ପତ୍ର ହେଲା, ଲୋକମାନେ ମୋତେ ଧୋକାବାଜ୍ ବୋଲି କହିଥିଲେ । କିନ୍ତୁ ମୁଁ ମୋ ଜୀବନରେ କେବେ କାହାକୁ ଧୋକା ଦେଇନାହିଁ ବୋଲି ଚହଲ କହିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)