VigneshPuthur
ଦର୍ଶକବନ୍ଧୁ ଯଦି ଆପଣ IPLର ଫ୍ୟାନ, ତେବେ ରବିବାର ଦିନ ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହୋଇଥିବା ହାଇଭୋଲଟେଜ ମ୍ୟାଚ ନିଶ୍ଚିତ ଦେଖିଥିବେ । ଯେଉଁଥିରେ ମୁମ୍ବାଇକୁ ୪ ୱିକେଟରେ ପରାସ୍ତ କରିଥିଲା ଚେନ୍ନାଇ । ତେବେ ଏହି ମ୍ୟାଚର ସବୁଠାରୁ ଚର୍ଚ୍ଚିତ ଚେହେରା ଥିଲେ MIର ୨୪ ବର୍ଷୀୟ ବୋଲର ଭିଗ୍ନେଶ ପୁଥୁର । ତାଙ୍କ ଡେବ୍ୟୁ ମ୍ୟାଚଥିବା ବେଳେ ତାଙ୍କ ବୋଲିଂରେ ସମସ୍ତଙ୍କ ହୋସ୍ ଉଡାଇ ଦେଇଥିଲେ । ୪ ଓଭରରେ ୩୨ ରନ ଦେଇ ସେ ତିନୋଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ । ଏପରିକି ତାଙ୍କ ବୋଲିଂରେ ପ୍ରଭାବିତ ହୋଇ ଧୋନୀ ମଧ୍ୟ ମ୍ୟାଚ ଶେଷ ହେବା ପରେ ତାଙ୍କ ପିଠି ଥାପୁଡେଇଥିଲେ । ତେବେ IPL ପର୍ଯ୍ୟନ୍ତ ଆସିବା ପାଇଁ ସେ କରିଥିବା ସଂଘର୍ଷ କଥା ଯୁବପିଢୀଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିତ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)