Ghibli Style
ଆପଣ ବି ଘିବଲି ଟ୍ରେଣ୍ଡରେ ପଡ଼ିଛନ୍ତି କି ? ପର୍ସନାଲ ଫଟୋକୁ ଘିବିଲି ଷ୍ଟାଇଲ କରାଉଛନ୍ତି କି ? ତେବେ ସତର୍କ ହେବାର ସମୟ ଆସିଯାଇଛି । ଦର୍ଶକବନ୍ଧୁ, ଏବେ ସୋସିଆଲ ମିଡ଼ିଆରେ ଚାଲିଛି ଘିବଲି ଟ୍ରେଣ୍ଡ । ନିଜ ଫଟୋକୁ ଘିବଲି ଷ୍ଟାଇଲ କରିବାକୁ ପିଲାଠୁ ନେଇ ବୁଢା ସଭିଏଁ ହେଉଛନ୍ତି ମତୁଆଲା । ନିଜ ଫଟୋକୁ ଚାଟବଟରେ ଅପଲୋଡ କରି ‘Ghibliରେ ପରିଣତ କରିଦିଅ’ କମାଣ୍ଡ ଦେଲେ ଏହା ଅତି ସହଜରେ ଘିବଲି ଛବି ତିଆରି କରି ଦେଉଛି । ତେବେ ଏହାରି ଭିତରେ ଘିବଲି ଟ୍ରେଣ୍ଡକୁ ନେଇ ଏକ ଅଭିଯୋଗ ଆସିଛି । Ghibli ଷ୍ଟାଇଲର ନୈତିକତା ଏବଂ କପି ରାଇଟ ଇସ୍ୟୁକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହା କଳାକାରଙ୍କ ଭବିଷ୍ୟତ ଏବଂ ଜୀବିକା ଉପରେ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)