Advertisment

Fraud Marriage: କନିଆଁର ମୁହଁ ଦେଖି ବର ବେହୋସ୍‌

ସଜେଇ ହୋଇଥିଲା ମଣ୍ଡପ । ବରାଯାତ୍ରୀ ଧରି ଧୁମ୍‌ଧାମରେ ଦାଣ୍ଡ ଦୁଲୁକାଇ ପହଞ୍ଚିଲା ବର । ଏପଟେ କନିଆଁ ବି ଥିଲା ଫୁଲ୍‌ ରେଡ୍ଡି । ଓଡ଼ଣା ଟାଣି ବସିଥିଲା ବର ଅପେକ୍ଷାରେ । ମୌଲବି ଆସିଲେ ନିକାହା ପଢ଼ିଲେ । ହେଲେ ହଠାତ୍‌ ବାହାଘର ମଝିରେ କନିଆଁର ନାଁ ଶୁଣି ବରର ଉଡ଼ିଗଲା ହୋସ୍‌ ।

author-image
Namita Biswal
ଅଦ୍ୟତନ ହୋଇଛି

ସଜେଇ ହୋଇଥିଲା ମଣ୍ଡପ । ବରାଯାତ୍ରୀ ଧରି ଧୁମ୍‌ଧାମରେ ଦାଣ୍ଡ ଦୁଲୁକାଇ ପହଞ୍ଚିଲା ବର । ଏପଟେ କନିଆଁ ବି ଥିଲା ଫୁଲ୍‌ ରେଡ୍ଡି । ଓଡ଼ଣା ଟାଣି ବସିଥିଲା ବର ଅପେକ୍ଷାରେ । ସବୁକିଛି ଚାଲିଥିଲା ଠିକ୍‌ଠାକ । ମୌଲବି ଆସିଲେ ନିକାହା ପଢ଼ିଲେ । ହେଲେ ହଠାତ୍‌ ବାହାଘର ମଝିରେ କନିଆଁର ନାଁ ଶୁଣି ବରର ଉଡ଼ିଗଲା ହୋସ୍‌ । ବାହାଘର ନାଁରେ ମିଳିଲା ବଡ଼ ଧୋକା । ଝିଅକୁ ଦେଖାଇ ବିଧବା ଶାଶୁ ସାହ କରିଦେଲେ ନିକାହା । ହୋସ୍‌ ଆସିବା ପରେ ବର ଯାଇ ଥାନାରେ ପହଞ୍ଚିଛି । 

Advertisment
Uttarpradesh Fraud Marriage
Advertisment
Advertisment