Lady Don
ସୁନ୍ଦର ଚେହେରା । ବିନ୍ଦାସ ତେବର୍ ଆଉ ଚୁଲବୁଲି ଅନ୍ଦାଜ । ହେଲେ କାମ କିନ୍ତୁ ଖତର୍ନାକ । କେତେବେଳେ ହାତରେ ବନ୍ଧୁକ ତ ଆଉ କେତେବେଳେ ଛୁରୀ । ଆଖିର ବାଙ୍କ ଚାହାଣୀ ସହ ଧାରୁଆ ଛୁରୀରେ ଲୋକଙ୍କୁ କରୁଛନ୍ତି ଘାଇଲା । ଖାଲି ଘାଇଲା କରୁନାହାନ୍ତି ନେଇ ଯାଉଛନ୍ତି ଜୀବନ । ଇଏ ଏମିତି ସେମିତିକା ଝିଅ ନୁହନ୍ତି । ଇଏ ହେଉଛନ୍ତି ଲେଡି ଡନ୍ ଜିକ୍ରା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)