Advertisment

ସକାଳ ଧୂପରେ ମାଆଙ୍କ ପାଖରେ ଲାଗି ହେବ ମାଣ୍ଡୁଅ ଭୋଗ

ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ ବାଙ୍କୀ ସ୍ଥିତ ମା ଚର୍ଚ୍ଚିକାଙ୍କ ପୀଠ। ଶୋଡ଼ଶ ଦିନାତ୍ମକ ପୂଜାରେ ଅନୁଷ୍ଠିତ ହେବ ମାଆଙ୍କର ବିଭିନ୍ନ ଦିବ୍ୟ ବେଶ। ସକାଳ ଧୂପରେ ମାଆଙ୍କ ପାଖରେ ଲାଗି ହେବ ମାଣ୍ଡୁଅ ଭୋଗ।

author-image
Tapan Kumar Swain