Srimandir
ମହାପ୍ରଭୁଙ୍କ ଦୁଆର ମୁହଁରେ ମହା ଅବ୍ୟବସ୍ଥା କରୁଛନ୍ତି ପଣ୍ଡା ଓ ଗୁମାସ୍ତାମାନେ। ଗଳାବାଟ ଦେଇ ଦର୍ଶନ କରାଇଦେବା ନାଁରେ ଶ୍ରଦ୍ଧାଳୁଙ୍କୁ କରୁଛନ୍ତି ଖୋଳ। ପାଖରେ ପୋଲିସ ଠିଆ ହୋଇଥିଲେ ମଧ୍ୟ ପାଲଟିଯାଇଛନ୍ତି ଅନ୍ଧ ଆଉ ମୁକ। ପ୍ରଶାସନର ଆଖି ଆଗରେ ବେଧଡ଼କ ଶ୍ରଦ୍ଧାଳୁଙ୍କୁ କରାଯାଉଛି ଲୁଟ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)