Advertisment

ସକାଳୁ ସକାଳୁ ନୀଳଚକ୍ରରେ ପୁଣି ବସିଲା ଚିଲ

ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଦେଖାଗଲା ପୁଣି ସେଇ ଦୃଶ୍ୟ...ନୀଳଚକ୍ର ବାନାରେ ବସିଲା ଚିଲ...। ତେବେ ଏପରି ଦୃଶ୍ୟ ବାରମ୍ୱାର ଦେଖାଯାଉଥିଲେ ମଧ୍ୟ ଶୁଭ କି ଅଶୁଭ ବୋଲି ବୁଦ୍ଧିଜୀବୀ ମହଲରେ ସବୁବେଳେ ଚର୍ଚ୍ଚା ଆଲୋଚନା ଜୋର୍ ଧରିଥାଏ।

author-image
Tapan Kumar Swain