Advertisment

Katak Chandi:ବଳି ପାଇଁ ଶୂନ୍ୟ ହାଣ୍ଡିରେ ଖେଳିଲା ମାଗୁର ମାଛ

'ଅଷ୍ଟମୀରେ ମା'ଙ୍କ ପାଖରେ ମାଗୁର ମାଛର ବଳି ପଡ଼େ..ସବୁଆଡ଼େ ଖୋଜିଲୁ କିନ୍ତୁ ପାଇଲୁନି...ଶେଷକୁ ଗୋଟିଏ ହାଣ୍ଡିରେ ଦେଖିଲୁ ମାଗୁର ମାଛ ଥିଲା। ଆଶ୍ଟର୍ଯ୍ୟର କଥା ସେ ହାଣ୍ଡି ଭିତରେ ଆମେ ଆଗରୁ ଖୋଜାଖୋଜି କରି ସାରିଥିଲୁ।' - ମନୋଜ ପଣ୍ଡା, କଟକ ଚଣ୍ଡୀ ମନ୍ଦିର ପୂଜକ

author-image
Tapan Kumar Swain