Advertisment

Rift in BJD: ରାଗିଲେଣି ବିଜେଡି ନେତା, ଓଡ଼ିଶାରୁ ପାଣ୍ଡିଆନଙ୍କୁ ବିଦା କରିବେ ନବୀନ ?

ପ୍ରଥମ ଥର ପାଇଁ ନବୀନ ନିବାସରେ ଶୁଭିଲା ପାଣ୍ଡିଆନ୍‌ ଗୋ ବ୍ୟାକ୍‌ ନାରା । ତୁରନ୍ତ ସସ୍ମିତଙ୍କୁ ସସ୍‌ପେଣ୍ଡ କର । ଓଡ଼ିଶାରୁ ଭିକେ ପାଣ୍ଡିଆନଙ୍କୁ ବିଦା କର ।  ପାଣ୍ଡିଆନ୍‌ ବିଦା ହେଲେ ବଞ୍ଚିଯିବ ବିଜେଡି । ଇଏ ନବୀନ ନିବାସ ଆଗରେ ସଂଖ୍ୟାଲଘୁ ନେତାଙ୍କ ଗର୍ଜନ ।

author-image
Namita Biswal
ଅଦ୍ୟତନ ହୋଇଛି

ପ୍ରଥମ ଥର ପାଇଁ ନବୀନ ନିବାସରେ ଶୁଭିଲା ପାଣ୍ଡିଆନ୍‌ ଗୋ ବ୍ୟାକ୍‌ ନାରା । ତୁରନ୍ତ ସସ୍ମିତଙ୍କୁ ସସ୍‌ପେଣ୍ଡ କର । ଓଡ଼ିଶାରୁ ଭିକେ ପାଣ୍ଡିଆନଙ୍କୁ ବିଦା କର ।  ପାଣ୍ଡିଆନ୍‌ ବିଦା ହେଲେ ବଞ୍ଚିଯିବ ବିଜେଡି । ଇଏ ନବୀନ ନିବାସ ଆଗରେ ସଂଖ୍ୟାଲଘୁ ନେତାଙ୍କ ଗର୍ଜନ । ବିଜେଡି ଭିତରେ ଜଳୁଛି ପାଣ୍ଡିଆନ୍‌ ନିଆଁ । ସସ୍ମିତ ପାତ୍ରକୁ ନେଇ କର୍ମୀଙ୍କ ମଧ୍ୟରେ ଖୁବ୍‌ ଅସନ୍ତୋଷ । ନବୀନ ନିବାସ ଆଗରେ ବିଜେଡି କରୁଛି ହାଇଡ୍ରାମା । ଏମିତି କିଛି ଶାଣିତ ସ୍ୱରରେ ଗର୍ଜନ କରି ବିଜେଡିକୁ ବଞ୍ଚାଇବାକୁ ନବୀନଙ୍କ ନିକଟରେ ଦାବି କରିଛନ୍ତି ବିଜେଡିର ଅନେକ ନେତା । ଆଉ ପାଣ୍ଡିଆନ୍‌ ଗୋ ବ୍ୟାକ୍‌ ନାରାରେ କମ୍ପିଛି ନବୀନ ନିବାସ ପରିସର ।   

Advertisment
Naveen Patnaik BJD Odisha Politics VK Pandian
Advertisment
Advertisment