ନବୀନଙ୍କ ତଣ୍ଟିରେ ‘୮୧’ କଣ୍ଟା
ଟିମ୍ ଗଢିପାରୁ ନାହାନ୍ତି ନବୀନ । ତଣ୍ଟିରେ ଲାଗିଛି କାର୍ଯ୍ୟକାରିଣୀ କଣ୍ଟା । ୮୧ ଜଣିଆ ଏକ୍ଜିକ୍ୟୁଟିଭ୍ କମିଟିରେ କାହାକୁ ସ୍ଥାନ ଦେବେ, କାହାକୁ ବାଦ ଦେବେ ତାକୁ ନେଇ ଟେନସନରେ ମୁଖିଆ । କାହିଁକି ନା ଅସନ୍ତୁଷ୍ଟ ବାଦ୍ ପଡ଼ିଲେ ବିଦ୍ରୋହ ଅଧିକ ହେବାର ଆଶଙ୍କା ରହିଛି । ଅମାନିଆ ନେତା ଆଉ ଆଗଭଳି ସୁପ୍ରିମୋଙ୍କ ନାଲି ଆଖିକୁ ଭୟ କରୁନାହାନ୍ତି । ସେପଟେ ନବୀନ ଚୂଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଆଜି ବରିଷ୍ଠ ନେତାଙ୍କ ସହ କରିଛନ୍ତି ରୁଦ୍ଧଦ୍ବାର ବୈଠକ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)