Potatoes Price Hike
Advertisment
ୟୁପିରୁ ବିନାବାଧାରେ ଓ ପଶ୍ଚିମବଙ୍ଗରୁ ଲୁଚାଛପାରେ ଓଡ଼ିଶାକୁ ଆସୁଛି ଆଳୁ ଗାଡ଼ି । ଭୁବନେଶ୍ୱରକୁ ୧୫ ଓ କଟକକୁ ୬ଟି ଆଳୁ ବୋଝେଇ ଟ୍ରକ ଆସିଲାଣି । ତେଣେ ଯୋଗାଣ ବିଭାଗର ବି ଧରପଗଡ଼ ଚାଲିଛି । ଏହାଫଳରେ କଟକ-ଭୁବନେଶ୍ୱର ସମେତ ରାଜ୍ୟର ସହରାଞ୍ଚଳରେ ଆଳୁର ହୋଲସେଲ୍ ଓ ଖୁଚୁରା ରେଟ୍ ସାମାନ୍ୟ କମିଛି । ହେଲେ ବି ୪୦ ତଳକୁ ଖସିନି । ତେଣେ ଆଳୁକୁ ନେଇ ଆଜି ବି ବିଧାନସଭାରେ ଲାଗି ରହିଥିଲା ତାତି । ମୁଲତବୀ ଆଲୋଚନା ବେଳେ ବିରୋଧୀ ସରକାରଙ୍କୁ ଟାର୍ଗଟ୍ କରିଥିବା ବେଳେ ଯୋଗାଣମନ୍ତ୍ରୀ ବି ରଖିଥିଲେ କଡ଼ା ଉତ୍ତର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us