ପ୍ରେମିକାକୁ ପ୍ରତାରଣା ବିିବାଦରେ ଛନ୍ଦିହୋଇ ପଡିଛନ୍ତି ବିଜେଡିର ଯୁବ ବିଧାୟକ ବିଜୟ ଶଙ୍କର ଦାସ । ଠକେଇ, ପ୍ରତାରଣା ଓ ସେକ୍ସ ରାକେଟ୍ ଚଳାଇବା ଭଳି ସଙ୍ଗୀନ୍ ଅଭିଯୋଗ ଆସିଛି ବିଧାୟକଙ୍କ ନାଁରେ । ବିଜୟଶଙ୍କରଙ୍କ ନାଁରେ ପ୍ରେମିକା ସୋମାଲିକା ଦାସ ଜଗତସିଂହପୁର ଥାନାରେ ଏତଲା ଦେବା ପରେ ତାଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।
Published: Satyendu Shekher Mishra
Last updated: 19 June 2022, 09:20 PM IST
ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରୁ ରାଇସିନା ହିଲ୍ସ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ଆଜି ସଂସଦ ଭବନରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ ଦ୍ରୌପଦୀ।