ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଘୋଷଣା ହେଲା ତାରିଖ । ଜୁନ୍ ୧୦ ତାରିଖରେ ହେବ ଭୋଟ୍ । ୨୪ ତାରିଖରେ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହେଉଛି ମେ’ ୩୧ । ଜୁନ୍ ୧ରେ ପ୍ରାଥିପତ୍ର ଯାଂଚ ଓ ଜୁନ୍ ୩ ପ୍ରଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।
Published: Satyendu Shekher Mishra
Last updated: 12 May 2022, 09:21 PM IST
ଅରୁଣଙ୍କ ଏହି କଡ଼ା ପ୍ରତିକ୍ରିୟାର ମୁହଁ ତୋଡ଼ ଜବାବ ଦେଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । ସାରଦା କହିଛନ୍ତି, ମାହାଙ୍ଗା ହେଉଛି ଏକ ଶାନ୍ତି ପ୍ରିୟ ଜାଗା ।