Advertisment

ମମତାଙ୍କ ପୋଲ୍‌ ଖୋଲିଲେ ମନୀଷା, କହିଲେ ଏମିତି...

ପୁଣି ଚର୍ଚ୍ଚାରେ ମମତା ବାନାର୍ଜୀ । କ୍ଷମତା ପ୍ରସଙ୍ଗକୁ ନେଇ ଆଟାକ୍‌ କଲେ ମନୀଷା । କହିଲେ, ପ୍ରଧାନମନ୍ତ୍ରୀ ହେବାକୁ ଚେଷ୍ଟା କରୁଥିଲେ ମମତା । ପୂର୍ବରୁ ଅନେକ ବିବାଦରେ ମମତା ଛନ୍ଦି ହୋଇସାରିଥିବାବେଳେ ଏବେ ପୁଣି ମମତାଙ୍କୁ ଟାର୍ଗେଟ୍‌ କରିଛନ୍ତି ଶିବସେନା ନେତ୍ରୀ ମନୀଷା କାୟାଣ୍ଡେ ।

author-image
Namita Biswal
ଅଦ୍ୟତନ ହୋଇଛି

ପୁଣି ଚର୍ଚ୍ଚାରେ ମମତା ବାନାର୍ଜୀ । କ୍ଷମତା ପ୍ରସଙ୍ଗକୁ ନେଇ ଆଟାକ୍‌ କଲେ ମନୀଷା । କହିଲେ, ପ୍ରଧାନମନ୍ତ୍ରୀ ହେବାକୁ ଚେଷ୍ଟା କରୁଥିଲେ ମମତା । ସବୁବେଳେ ସବୁ ସମୟରେ କିଛି ନା କିଛି ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ରହି ଆସିଛି । ପୂର୍ବରୁ ଅନେକ ବିବାଦରେ ମମତା ଛନ୍ଦି ହୋଇସାରିଥିବାବେଳେ ଏବେ ପୁଣି ମମତାଙ୍କୁ ଟାର୍ଗେଟ୍‌ କରିଛନ୍ତି ଶିବସେନା ନେତ୍ରୀ ମନୀଷା କାୟାଣ୍ଡେ । ମନୀଷା ଟିମ୍‌ସିକୁ କଡ଼ା ସମାଲୋଚନା କରିବା ସହ ମମତାଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । 

Advertisment
CM Mamata Banerjee Politics Prime Minister Of India
Advertisment
Advertisment