Advertisment

ବିଜେଡି ନେତା ଓ ନେତୃତ୍ବକୁ ରଣେନ୍ଦ୍ରଙ୍କ ଟାର୍ଗେଟ

ବିଜୁ ବାବୁଙ୍କ ଅସ୍ତିତ୍ବ ଥିଲା SC, ST, OBCଙ୍କ ଭିତରେ ଚାହିଦା । ସେ ଚାହିଦାକୁ ଯେଉଁମାନେ ଅଗଲ ବଗଲ କରିଛନ୍ତି ତାଙ୍କୁ ସିଧା କରିବାକୁ ବିଜେଡି ନେତୃମଣ୍ଡଳୀଙ୍କୁ ଆହ୍ବାନ ଦେଇଛନ୍ତି ରଣେନ୍ଦ୍ର ।

author-image
Santosh Kumar Sahoo

ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ମଂଚରୁ ବିଜେଡି ନେତା ଓ ନେତୃତ୍ବଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେ କହିଛନ୍ତି ଦଳ ଭିତରେ ରହି କିଛି ଲୋକ SC, ST, OBC କଥାକୁ ହୀନମନ୍ୟ କରୁଥିଲେ । ଏବେ ଡେରି ହୋଇଯାଇଛି । ଆମେ ଏହି ମୁଦ୍ଦାକୁ ଯଦି ଆଗରୁ କରିଥାନ୍ତେ ତେବେ ରେଜଲ୍ଟ ଆଜି ଏଇଆ ହୋଇନଥାନ୍ତା । ବିଜୁ ବାବୁଙ୍କ ଅସ୍ତିତ୍ବ ଥିଲା SC, ST, OBCଙ୍କ ଭିତରେ ଚାହିଦା । ସେ ଚାହିଦାକୁ ଯେଉଁମାନେ ଅଗଲ ବଗଲ କରିଛନ୍ତି ତାଙ୍କୁ ସିଧା କରିବାକୁ ବିଜେଡି ନେତୃମଣ୍ଡଳୀଙ୍କୁ ଆହ୍ବାନ ଦେଇଛନ୍ତି ରଣେନ୍ଦ୍ର । 

Advertisment
Odisha BJD Raja Swain
Advertisment
Advertisment